ଇତିହାସ ରଚିଲା ୧୯ ବର୍ଷରୁ କମ୍ ଭାରତୀୟ ମହିଳା ଟିମ୍, ଦ୍ୱିତୀୟ ଥର ଜିତିଲା ଟି୨୦ ବିଶ୍ୱକପ୍ ନୂଆଦିଲ୍ଲୀ, ୨ା୨: ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକା ଦଳକୁ ୯ ୱିକେଟରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ମହିଳା ୧୯ ବର୍ଷରୁ କମ୍ ଟି୨୦ ବିଶ୍ୱକପ୍ ଟାଇଟଲ ଜିତିଛି। ଭାରତ ୨୦୨୩ ୧୯ ବର୍ଷରୁ କମ୍ ମହିଳା...