ଦୁଇ ଗର୍ଭବତୀଙ୍କୁ କୁମ୍ଭୀର ଭରା ନଦୀରେ ଭାର କରି ବୋହି ଆଣିଲେ ପରିବାର ଲୋକେ ରାଜନଗର,୩୦ା୭(ଭାସ୍କର ରାତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ପାଣି ଘେରରେ ଥିବା ବନ୍ଧପଡ଼ା ପଞ୍ଚାୟତର ଚକିବାଙ୍କ ଗ୍ରାମର ପ୍ରସନ୍ନ କୁମାର ରାଉତଙ୍କ ସ୍ତ୍ରୀ ସଂଘମିତ୍ରା ରାଉତ ଗର୍ଭଯନ୍ତ୍ରଣା ପାଇବାରୁ ଲୋକେ ଟ୍ରଲି ସାହାଯ୍ୟରେ ଭରା କୁମ୍ଭୀର ଥିବା ପାଣିରେ ବୋହି...