ସକାଳୁ ସକାଳୁ ୨ ଭାଇଙ୍କୁ ଗିରଫ କଲା ପୋଲିସ, ଘରୁ ଜବତ କଲା ଏସବୁ… ଯାଜପୁର,୧୮ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ପୋଲିସ ଗୁରୁବାର ସକାଳୁ ଦୁଇ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁସାରେ, ୧୧ ତାରିଖ ବିଳମ୍ବିତ ରାତିରେ ଓଡ଼ଙ୍ଗ ଅଞ୍ଚଳର ଏକ ଦୋକାନରୁ ସାମଗ୍ରୀ ଚୋରି ହୋଇଥିବା...