ସୋସିଆଲ ମିଡିଆ ‘ଏକ୍ସ’ର ସର୍ଭର ଡାଉନ ଓ୍ବାଶିଂଟନ,୨୧ା୧୨: ଗୁରୁବାର ପୂର୍ବାହ୍ନ ୧୧ଟାରୁ ସର୍ଭର ଡାଉନ ଯୋଗୁ ସୋସିଆଲ ‘ଏକ୍ସ’ରେ କୌଣସି ପୋଷ୍ଟ ଦେଖି ହେଉନାହିଁ। ଫଳରେ ୟୁଜର୍ସମାନେ ନାନା ଅସୁବିଧାରେ ପଡ଼ିଛନ୍ତି। ସାରା ବିଶ୍ୱରେ ଏହି ସମସ୍ୟା ଦେଖାଦେଇଛି। ଅନେକ ୟୁଜର ଏହା ଉପରେ ଅଭିଯୋଗ...