Facebook-Instagram-Twitter: ଜାଣନ୍ତୁ କେଉଁଠି ହୁଏ ସବୁଠୁ ଅଧିକ ରୋଜଗାର ନୂଆଦିଲ୍ଲୀ,୧୦।୯: ଆଜିକାଲି ସୋସିଆଲ ମିଡିଆ କେବଳ ବନ୍ଧୁମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାର ଏକ ପ୍ଲାଟଫର୍ମ ନୁହେଁ, ବରଂ ଏହା କୋଟି କୋଟି ଡଲାର ରୋଜଗାରର ଏକ ମାଧ୍ୟମ ପାଲଟିଛି। ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକକୁ ନେଇ ନେପାଳରେ ହୋଇଥିବା...