ବିଜୟ ପରେ ଗୌତମ ଗମ୍ଭୀରଙ୍କୁ ନେଇ ଏମିତି କ’ଣ ପୋଷ୍ଟ କଲେ ଧୋନି? ଯାହା ଏବେ ହେଉଛି ଖୁବ ଭାଇରାଲ ନୂଆଦିଲ୍ଲୀ,୯।୩: ୨୦୨୬ ଟି-୨୦ ବିଶ୍ୱକପରେ ଭାରତର ଐତିହାସିକ ବିଜୟ ପରେ ସମଗ୍ର ଦେଶ ଉତ୍ସବ ପାଳନ କରୁଥିବା ବେଳେ, ଏକ ବିଶେଷ ବାର୍ତ୍ତା ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟିମ ଇଣ୍ଡିଆକୁ…