ପାକିସ୍ତାନକୁ ଏମିତି ଭୟଙ୍କର ଅସ୍ତ୍ର ଦେଲା ତୁର୍କୀ: ଟେନ୍ସନ୍ରେ ଭାରତ
ଇସଲାମାବାଦ୍,୩।୭: ଅପରେଶନ ସିନ୍ଦୂର ପରେ ତୁର୍କୀ ପାକିସ୍ତାନକୁ ସାମରିକ ସହାୟତା ବୃଦ୍ଧି କରିଛି। ଏହା କେବଳ ରାଜନୈତିକ ସମର୍ଥନ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଡ୍ରୋନ ପ୍ରଯୁକ୍ତିବିଦ୍ୟା ଏବଂ ନୌସେନା ସହାୟତା ଯୋଗାଣ ମଧ୍ୟ ଅନ୍ତର୍ଭୁକ୍ତ।...


