LOCରୁ ତଳକୁ ଯିବନି ବୁନ୍ଦାଏ ପାଣି…ପାକିସ୍ତାନ ବିରୋଧରେ ମୋଦିଙ୍କ ଜୋରଦାର ଆକ୍ସନ ନୂଆଦିଲ୍ଲୀ,୧୭।୫: ପାକିସ୍ତାନକୁ ପ୍ରତ୍ୟେକ ବୁନ୍ଦା ପାଣି ପାଇଁ ଆକୁଳ କରିବା ପାଇଁ ଭାରତ ପୁଣି ଥରେ ଓ୍ବାଟର ଷ୍ଟ୍ରାଇକ୍ କରିବାକୁ ପ୍ରସ୍ତୁତ ହୋଇଛି। ପ୍ରଥମେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା ଏବଂ ଏବେ ଝେଲମ ନଦୀ ଉପରେ...