ରୁଷିଆରେ ଜରୁରୀକାଳିନ ପରିସ୍ଥିତି ଘୋଷଣା ମସ୍କୋ,୩୦ା୭: ରୁଷିଆର ସୁନାମି ପ୍ରଭାବିତ ଅଞ୍ଚଳରେ ବୁଧବାର ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି। କୁରିଲ୍ ଆଇଲାଣ୍ଡରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରୁଷିଆର ପୂର୍ବ ସାଖାଲିନ୍ ଅଞ୍ଚଳର କର୍ତ୍ତୃପକ୍ଷ ଉତ୍ତର...