‘ପ୍ରଥମେ ଦେଶ, ପରେ ବାଣିଜ୍ୟ’, ଟ୍ରମ୍ପଙ୍କ ଟାରିଫ ମାଡ଼ ପରେ ବି ନଇଁଲା ନାହିଁ ଭାରତ ନୂଆଦିଲ୍ଲୀ,୨୭।୮: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟକୁ ନେଇ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଆମେରିକା ବୁଧବାରଠାରୁ ଭାରତ ଉପରେ ୨୫% ଅତିରିକ୍ତ ଶୁଳ୍କ ଲାଗୁ କରିଛି। ଏହାର କାରଣ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ରୁଷିଆରୁ...