ଟ୍ରମ୍ପଙ୍କ ପିସିରେ ବେହୋସ ହୋଇଗଲେ ଫାର୍ମା କମ୍ପାନୀ ଅଧିକାରୀ, ଡ଼ରିଗଲେ ହ୍ବାଇଟ ହାଉସ ଅଧିକାରୀ ଓ୍ବାଶିଂଟନ,୭।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ମେଦବହୁଳତା ହ୍ରାସକାରୀ ଔଷଧ (GLP-1 ଔଷଧ)କୁ ଶସ୍ତା ଏବଂ ଅଧିକ ସହଜରେ ଉପଲବ୍ଧ କରିବା ପାଇଁ ଏକ ନୂତନ ନୀତି ଘୋଷଣା କରୁଥିଲେ। ଏହି ସମୟରେ, ଔଷଧ କମ୍ପାନୀ ନୋଭୋ...