ଟ୍ରମ୍ପଙ୍କ ଦାବିକୁ ନେଇ ଫାୟାର ହେଲା ଇରାନ, ଦେଲା ଏମିତି ଜବାବ ତେହରାନ୍,୧୦।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଚାଲିଥିବା ଯୁଦ୍ଧ ଖୁବ ଶୀଘ୍ର ଶେଷ ହୋଇପାରେ, କିନ୍ତୁ ଇରାନ ଏହାକୁ ନେଇ ଏକ କଡ଼ା ଜବାବ ଦେଇଛି। ଇରାନୀ ରିଭୋଲ୍ୟୁସନାରୀ ଗାର୍ଡ (IRGC) କହିଛି ଯେ ଯୁଦ୍ଧ…