ପ୍ରଥମେ ବୋମା ମାଡ, ଏବେ ଆମେରିକା ଇରାନ ପାଇଁ ଖୋଲିଦେଲା ପେଡ଼ି ଓ୍ବାଶିଂଟନ,୨୭।୬: ଗତ ଦୁଇ ସପ୍ତାହ ଧରି ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆମେରିକା ମଧ୍ୟ ଯୁଦ୍ଧରେ ପ୍ରବେଶ କରିଥିଲା। ଏହା ଇରାନ ଉପରେ ଆକ୍ରମଣ କରିଥିଲା। ତଥାପି, ଏବେ...