ଟ୍ରମ୍ପଙ୍କ କଡ଼ା ଚେତାବନୀ, ଇରାନକୁ ଶେଷ କରିବାର ସମୟ ଆସିଯାଇଛି…. ଓ୍ବାଶିଂଟନ,୧୯ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦିନ ଇରାନକୁ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିହ୍ନ କରିଦେବା ପାଇଁ ଧମକ ଦେଇଥିଲେ । ଟ୍ରମ୍ପ କହିଥିଲେ ଯେ ଇରାନ ପ୍ରତି ଆଉ କୌଣସି ଅନୁକମ୍ପା ଦେଖାଯିବ ନାହିଁ। ସେମାନେ ଶୀଘ୍ର ଏବଂ ସହଜରେ…