ଆମେରିକାର ଭାରତକୁ ଚେତାବନୀ: ଟ୍ରମ୍ପ-ପୁଟିନ୍ ଆଲୋଚନା ବିଫଳ ହେଲେ ଲାଗିବ ଅଧିକ ଟାରିଫ୍ ନୂଆଦିଲ୍ଲୀ,୧୪ା୮: ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଂଟ୍ ଚେତାବନୀ ଦେଇଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲାସ୍କାରେ ହେବାକୁ ଥିବା ଆଲୋଚନା ଫଳପ୍ରଦ ନହେଲେ ଭାରତ ଉପରେ ଅଧିକ ଦ୍ୱିତୀୟକ ଟାରିଫ୍...