ଜଣାପଡିଲା ଟ୍ରମ୍ପ-ପୁଟିନ୍ ସାକ୍ଷାତର ଅସଲ କାରଣ! ଭାରତକୁ ଜୋରଦାର ଝଟ୍କା? ନୂଆଦିଲ୍ଲୀ,୮।୮: ଟାରିଫ୍ ଓ୍ବାର ଭିତରେ ଟ୍ରମ୍ପ ଏବଂ ପୁଟିନଙ୍କ ସାକ୍ଷାତ ହେବାକୁ ଯାଉଛି। ତାରିଖ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହା ବିଶ୍ୱାସ କରାଯାଉଛି ଯେ ଏହି ବଡ଼-ବୈଠକ ଆସନ୍ତା ସପ୍ତାହରେ ହୋଇପାରେ। ଟ୍ରମ୍ପଙ୍କ ଚରମବାଣୀ ମଧ୍ୟରେ ପୁଟିନଙ୍କ ସାକ୍ଷାତ ପାଇଁ…