ଧ୍ୱଂସ ପାଇଯିବ ଆମେରିକା! ଟ୍ରମ୍ପ ଏବେ କରିବେ କ’ଣ? ଓ୍ବାଶିଂଟନ,୩୦।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ଅନେକ ଦେଶ ଉପରେ ଟାରିଫ୍ ଲାଗୁ କରିଛନ୍ତି। ସମ୍ପ୍ରତି ଭାରତ ଉପରେ ମଧ୍ୟ ୫୦ ପ୍ରତିଶତ ଟାରିଫ୍ ଲାଗୁ କରାଯାଇଛି। ଏବେ ଏହି ଟାରିଫ୍ ବିବାଦ ଆମେରିକାର କୋର୍ଟରେ ପହଞ୍ଚିଛି। କୋର୍ଟ ଏହାକୁ…