Truck hits husband and wife

ସ୍ବାମୀ-ସ୍ତ୍ରୀଙ୍କୁ ଧକ୍କାଦେଲା ଟ୍ରକ୍‌, ଭାଙ୍ଗିଗଲା ସ୍ତ୍ରୀଙ୍କ ଗୋଡ଼

ବଲାଙ୍ଗୀର/ଦେଓଗାଁ,୩ା୧୧(ସୁନିଲ କୁମାର ମହାନ୍ତି/କୃଷ୍ଣପ୍ରସାଦ ପାଣିଗାହୀ): ସୋମବାର ସକାଳେ ବଲାଙ୍ଗୀର ଜିଲା ସଇଁତଳା ପଟୁ ଆସୁଥିବା ଏକ ଟ୍ରକ୍‌ ଦେଓଗାଁ କଛାରପାଲି ସ୍କୁଲ ନିକଟରେ ସ୍ବାମୀ-ସ୍ତ୍ରୀଙ୍କୁ ଧକ୍କା ଦେଇଥିଲା।…

1 month ago