ଭୟଙ୍କର ଦୁର୍ଘଟଣା: ବାଇକ୍ରେ ଯାଉଥିଲେ ୪ ଜଣ, ସମସ୍ତଙ୍କୁ ଚାପିଦେଲା ଟ୍ରକ୍ ଜୟପୁର,୨୨ା୧୧(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ଜବାକନାଡ଼ି ନିକଟରେ ଶୁକ୍ରବାର ସକାଳେ ଟ୍ରକ୍ ସହ ଏକ ବାଇକ୍ର ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଗୋଟିଏ ବାଇକ୍ରେ ୪ ଜଣ ବସି କୋଟା...