ମକା ବୋଝେଇ ଟ୍ରକ୍ ସହ ଘାଟିରୁ ଖସିପଡ଼ିଲେ ଚାଳକ, ଚାଲିଗଲା ଜୀବନ
ମୋହନା,୨୮ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଗୁରୁବାର ରାତିରେ ଜରଉ ଘାଟିରେ ଏକ ମକା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ଜୀବନ ଚାଲିଯାଇଛି। ମୃତ ଡ୍ରାଇଭର ଜଣକ ହେଲେ ଗଞ୍ଜାମ...
ବାଇକ୍କୁ ରକ୍ଷା କରିବା ପାଇଁ ଯାଇ ପିଟିହେଲା ଦୁଇ ଟ୍ରକ୍: ଚାଲିଗଲା ୨ ଜୀବନ, ୨ ଗୁରୁତର
ନୟାଗଡ଼,୨୬ା୭(ଲୋକନାଥ ମିଶ୍ର): ଶନିବାର ସନ୍ଧ୍ୟାରେ ବଲାଙ୍ଗୀର ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ଟାକରା ନିକଟସ୍ଥ ଅସନିବେରେଣା ରାସ୍ତା ନିକଟରେ ଏକ ବାଇକ୍କୁ ରକ୍ଷା କରିବାକୁ ଯାଇ ଦୁଇ ମାଲ ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ...
ଡ୍ୟୁଟି ସାରି ଘରକୁ ଫେରୁଥିଲେ ମହିଳା ହୋମଗାର୍ଡ଼, ବାଟରେ ଚାପିଦେଲା ଟ୍ରକ୍
କଟକ,୩ା୭(କାର୍ତ୍ତିକ ସାହୁ): କଟକ ଛତ୍ରବଜାରରେ ଜଣେ ମହିଳା ହୋମ୍ଗାର୍ଡଙ୍କୁ ଏକ ଟ୍ରକ୍ ଧକ୍କା ଦେବାରୁ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହୋମ୍ଗାର୍ଡ ଜଣଙ୍କ ହେଲେ ମନୋରମା ପଣ୍ଡା। ଡ୍ୟୁଟି ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ...
ଯୁବକଙ୍କୁ ଚାପିଦେଲା ଧାନ ବୋଝେଇ ଟ୍ରକ୍, ମୃତଦେହ ରଖି ଆନ୍ଦୋଳନ କଲେ ଗ୍ରାମବାସୀ
ପାଇକମାଳ,୬ା୧(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳରୁ ୮କିଲୋମିଟର ଦୂର ଚୂହାପାଲିଠାରେ ସୋମବାର ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଗୋଟିଏ ଧାନବସ୍ତା ଲୋଡିଂ ଟ୍ରକ୍ ବ୍ରିଜ୍ ଅତିକ୍ରମ କରି ଚୂହାପାଲିଠାରେ ଜଣେ ୧୮ ବର୍ଷର ଯୁବକଙ୍କୁ ଧକ୍କା ଦେଇ ପଳାଇଯାଉ ଥିବା...
୩୦ ଫୁଟ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଚାପି ହୋଇଗଲେ ଚାଳକ
ନୟାଗଡ଼,୨୬ା୧୨(ଲୋକନାଥ ମିଶ୍ର): ନୟାଗଡ଼ଠାରେ ଗୁରୁବାର ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ସୂଚନାରୁ ପ୍ରକାଶ ଯେ, ବିଶାଖାପାଟଣାରୁ ସିମେଣ୍ଟ ବୋଝେଇ କରି ଟ୍ରକ୍ଟି ସୁନ୍ଦରଗଡ଼ ଯାଉଥିବାବେଳେ ନୟାଗଡ଼ ଜିଲା ଦଶପଲ୍ଲା ଥାନା ବାରିହା...
ତପ୍ତପାଣି ଘାଟିରେ ଓଲଟିଲା ଡ୍ରେସ୍ ବୋଝେଇ ଟ୍ରକ୍, ଚାପି ହୋଇଗଲେ ଚାଳକ
ଦିଗପହଣ୍ଡି/ପାଟପୁର,୪ା୧୨(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଡ୍ରେସ୍ ବୋଝେଇ ଟ୍ରକ୍ (ନଂ. ଆର୍ଜେ ୧୧ଜିସି-୬୩୮୨) ଓଲଟି ପଡ଼ିଛି। ଦୁର୍ଘଟଣାରେ ଚାଳକ ଟ୍ରକ୍ ତଳେ ଚାପି ହୋଇ ରହିଥିଲେ। ସାନଖେମୁଣ୍ଡି ଅଗ୍ନିଶମ...
ଘାଟିରେ ଜିଆଇ ତାର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ, କଟର ସାହାଯ୍ୟରେ ଉଦ୍ଧାର ହେଲେ ଚାଳକ
ଜି.ଉଦୟଗିରି,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗାଠାରୁ ମାତ୍ର ୩ କିଲୋମିଟର ଦୂର କଳିଙ୍ଗା ଘାଟି ପ୍ରଥମ ବୁଲାଣିରେ ବୁଧବାର ବିଳମ୍ବିତ ରାତିରେ ଏପି ୩୯ ଟିକ୍ୟୁ ୭୫୭୫ ନମ୍ବର ବିଶିଷ୍ଟ ୧୬ ଚକିଆ ଟ୍ରକ୍ରେ...
Archives


