ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ ଆରମ୍ଭ: ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ନୂଆଦିଲ୍ଲୀ,୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କାନାଡା, ମେକ୍ସିକୋ ଏବଂ ଚାଇନା ଉପରେ ଟାରିଫ୍ ଲାଗୁ କରିବା ପରେ ବୈଶ୍ୱିକ ବାଣିଜ୍ୟ ଯୁଦ୍ଧ ବ୍ୟାପକ ରୂପ ନେବା ଆଶଙ୍କା ପ୍ରକଶ ପାଇଛି। ଏହାର ପ୍ରଭାବରେ ଡଲାର ଇଣ୍ଡେକ୍ସ ୧.୨୪ ପ୍ରତିଶତ...