ଡାକ୍ତର ହେବେ ଆଦିବାସୀ ଯୁବତୀ: ଶୁଭେଚ୍ଛା ଜଣାଇଲେ ଜିଲାପାଳ ମାଲକାନଗିରି,୧୮ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାର ଆଦିବାସୀ ଦିଦାୟୀ ଯୁବତୀ ଡାକ୍ତର ହେବେ। ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢିବା ଲାଗି ବିବେଚିତ ହୋଇଛନ୍ତି। ସେ ହେଲେ ଖଇରପୁଟ ବ୍ଲକ ନାକାମାମୁଡି ପଞ୍ଚାୟତ ଆମ୍ଲିବେଡା ଗ୍ରାମର ଚମ୍ପା ରାସପେଦା। ଏହା ଜଣାପଡିବା…