ଟ୍ରାଇ-ସିରିଜ ବାତିଲ ହେଲେ ପାକିସ୍ତାନ ସହିବ କୋଟି କୋଟି ଟଙ୍କାର କ୍ଷତି, କିନ୍ତୁ କାହିଁକି? ଜାଣନ୍ତୁ ଏହା ପଛର… ନୂଆଦିଲ୍ଲୀ,୧୮।୧୦: ଟ୍ରାଇ-ସିରିଜରେ ଖେଳିବାକୁ ଆଫଗାନିସ୍ତାନ ମନା କରିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଭିତରେ ଅଶାନ୍ତି ସୃଷ୍ଟି ହୋଇଛି। ଶ୍ରୀଲଙ୍କା ହେଉଛି ଆୟୋଜକ ପାକିସ୍ତାନ ଏବଂ ଆଫଗାନିସ୍ତାନ ସହିତ ଟ୍ରାଇ-ସିରିଜରେ ତୃତୀୟ ଦଳ। ଯଦି ଏହି ସିରିଜ ବାତିଲ ହୁଏ,...