ପ୍ଲାଷ୍ଟିକ କି ମେଟାଲ ନୁହେଁ ଏବେ ଏମିତି ତିଆରି ହେବ ମୋବାଇଲ ଫୋନ, ଆସିବ Transparent Mobile! ନୂଆଦିଲ୍ଲୀ: କଳ୍ପନା କରନ୍ତୁ ଏକ ମୋବାଇଲ ଫୋନ ଯାହା କାଚ ପରି ସ୍ବଚ୍ଛ। ସ୍କ୍ରିନ କିମ୍ବା ବଡି ଲୁଚି ନାହିଁ, ସବୁକିଛି ସମ୍ପୂର୍ଣ୍ଣ ସ୍ବଚ୍ଛ। ଯଦିଓ ଏହା ଫିଲ୍ମି କାହାଣୀ ଭଳି ଶୁଣିବାକୁ ଲାଗୁଛି, କିନ୍ତୁ ଏହା ଏବେ ପ୍ରଯୁକ୍ତିବିଦ୍ୟା...