ତତ୍କାଳ ଟିକେଟ ବୁକିଂରୁ ATMରୁ ଟଙ୍କା ଉଠାଣ ଯାଏ… ଜୁଲାଇ ୧ରୁ ବଦଳିଯିବ ୪ ବଡ଼ ନିୟମ ! ଜାଣି ରଖନ୍ତୁ ନୂଆଦିଲ୍ଲୀ,୨୮।୬: ଜୁଲାଇ ଆରମ୍ଭ ହେବାକୁ ଆଉ ଦୁଇଦିନ ବାକି। ନୂଆ ମାସ ସହ ଅନେକ ବଡ଼ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଥିରେ ରେଳ...