ରେଳ ବିଭାଗର ବଡ଼ ଅପ୍ଡେଟ୍: ଜୁଲାଇ ୨୦ରେ ଏସବୁ ରୁଟ୍ରେ ଟ୍ରେନ୍ ବାତିଲ, ଯାଞ୍ଚ୍ କରିନିଅନ୍ତୁ ସ୍ଥିତି… ନୂଆଦିଲ୍ଲୀ,୧୭ା୭: ପ୍ରତ୍ୟେକ ଟ୍ରେନ୍ ଯାତ୍ରୀ ଜାଣିଛନ୍ତି ଗୋଟିଏ ଟିକେଟ୍ କନ୍ଫର୍ମ ହେବା କେତେ କଷ୍ଟକର। କନ୍ଫର୍ମ ଟିକେଟଗୁଡ଼ିକ ଆର୍ଏସି କିମ୍ବା ଓ୍ବେଟିଂ ଲିଷ୍ଟକୁ ଟ୍ରାନ୍ସଫର କରାଯାଏ। ବହୁ ଚେଷ୍ଟା ପରେ, ଟିକେଟ୍ଟି କନ୍ଫର୍ମ ହୋଇଥାଏ। ମାତ୍ର କୌଣସି କାରଣରୁ ଯଦି ଆପଣଙ୍କର…