ବକେୟା ଟ୍ରାଫିକ ଚାଲାଣ ପୈଠ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଲେ ଓଡ଼ିଶା ସରକାର, ଜାଣନ୍ତୁ ଭୁବନେଶ୍ୱର,୧୦ା୯: ସଡ଼କ ସୁରକ୍ଷା ଓ ମୋଟର ଯାନ ନିୟମ ପାଳନ କ୍ଷେତ୍ରରେ ଓଡ଼ିଶା ସରକାର ୩୧ ଜୁଲାଇ ୨୦୨୫ ସୁଦ୍ଧା ବକେୟା ଇ-ଚାଲାଣ ପାଇଁ ଏକକାଳୀନ ସମାଧାନ (OTS) ଯୋଜନା ଘୋଷଣା କରିଛନ୍ତି। ଏହା ହ୍ରାସିତ ଜରିମାନା ପୈଠ କରି...