ଏହି କାରଣ ପାଇଁ ସ୍ତ୍ରୀଙ୍କୁ ମାରିଦେଲେ, ସ୍ବାମୀଙ୍କ ସହ ବନ୍ଧା ହେଲେ … ଦେବଗଡ଼,୧୬ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଧୀନ ଢୋଲତୈଲା ଗ୍ରାମର ଶଶି ଗଡତିଆଙ୍କ ସ୍ତ୍ରୀ ନଳିନୀ ସୁହୁଳାଙ୍କୁ ଯୌତୁକ ଜନିତ ହତ୍ୟା ଘଟଣାରେ ସାମିଲ ଥିବା ଆଉ ୩ ଜଣଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ...