ଜମ୍ମୁ କଶ୍ମୀରର ବନ୍ଦିପୋର ଗୁଳିବିନିମୟରେ LeT କମାଣ୍ଡର ଅଲତାଫ ଲାଲି ନିହତ ଶ୍ରୀନଗର,୨୫।୪: ଜମ୍ମୁ ଓ କଶ୍ମୀରର ବନ୍ଦିପୋରରେ ସୁରକ୍ଷା ବାହିନୀ ସହ ଏକ ଗୁଳିବିନିମୟରେ ଲସ୍କର-ଏ-ତୋଇବା (ଏଲଇଟି)ର ଶୀର୍ଷ କମାଣ୍ଡର ଅଲତାଫ ଲାଲି ନିହତ ହୋଇଛନ୍ତି। ଏହି ଅପରେସନ ଏପ୍ରିଲ ୨୨ ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଡ଼ିତ ଥିବା...