ବିଶ୍ୱର ଚତୁର୍ଥ ଧନୀ ଅଭିନେତା ଶାହରୁଖ ଖାନ, ପଛରେ ପଡ଼ିଲେ ହଲିଉଡ୍ ଷ୍ଟାର ମୁମ୍ବାଇ,୪।୫: ୨୦୨୫ ମସିହାରେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ଧନୀ ଅଭିନେତାଙ୍କ ତାଲିକାରେ ଶାହରୁଖ ଖାନ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ତାଲିକା Esquire ମାଗାଜିନ ଦ୍ୱାରା ପ୍ରକାଶିତ ହୋଇଛି। ପ୍ରଥମ ତିନୋଟି ସ୍ଥାନରେ ଯଥାକ୍ରମେ ଆର୍ନଲ୍ଡ ଶ୍ୱାର୍ଜେନେଗର, ଡ୍ୱେନ...