ମାତ୍ର ଏତିକି ଟଙ୍କା ଦେଲେ ବର୍ଷସାରା ଟୋଲ୍ ଛାଡ, ଲାଇଫଟାଇମ ପାସ୍ ପାଇଁ ଖର୍ଚ୍ଚ କରିବେ… ନୂଆଦିଲ୍ଲୀ,୫।୨: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥରେ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର। ସରକାର ଖୁବଶୀଘ୍ର ମଧ୍ୟବିତ୍ତ ପରିବାର ଏବଂ ଗାଡ଼ି ମାଲିକମାନଙ୍କୁ ଆଉ ଏକ ଉପହାର ଦେଇପାରନ୍ତି। ସରକାର ଏକ ବାର୍ଷିକ ଟୋଲ ପାସ…