Tigress Jinatha pregnant

ଶିମିଳିପାଳ ପାଇଁ ଖୁସି ଖବର: ବାଘୁଣୀ ଜୀନତ ଗର୍ଭବତୀ

ମୟୁରଭଞ୍ଜ,୨୦ା୮: ମହାରାଷ୍ଟ୍ରର ତାଡୋବା-ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣକୁ ଆସିଥିବା ବାଘୁଣୀ ଜୀନତ ଗର୍ଭବତୀ ହୋଇଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସଟିଆର) ଅଧିକାରୀମାନେ ବୁଧବାର…

5 months ago