ଜନସାଧାରଣଙ୍କୁ ବନ୍ୟପ୍ରାଣୀ ପିସିସିଏଫଙ୍କ ଆହ୍ଵାନ, ‘ସଭ୍ୟ ସମାଜରେ ଏହାର କୌଣସି ସ୍ଥାନ ନାହିଁ’ ଭୁବନେଶ୍ୱର,୨୦।୧୧: ନୂଆପଡ଼ା ଜିଲାରେ କଲରାପତରିଆ ବାଘକୁ ଫାଶରେ ଧରି ରାନ୍ଧିଣ ଖାଇବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶିକାରୀମାନେ ବାରହା ଧରିବାକୁ ଜାଲ ବିଛାଇଥିବା ବେଳେ ଏଥିରେ କଲରାପରତିଆ ପଡ଼ିଥିଲେ। ନୃଶଂସ ଶିକାରୀମାନେ ତାକୁ ବି ଛାଡ଼ିଲେନି।...