ରାସ୍ତା ନିର୍ମାଣ ସମୟରେ ପିଚୁଗାଡ଼ିକୁ ଧକ୍କା ଦେଲା ଟ୍ରକ୍: ତିନି ମୃତ ଢେଙ୍କାନାଳ,୨୫ା୩: ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଢେଙ୍କାନାଳ ଜିଲାର କାମାକ୍ଷାନଗର ଥାନା ଅନ୍ତର୍ଗତ ରେକୁଲା ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ ରାସ୍ତା ନିର୍ମାଣ କାର୍ଯ୍ୟ ସମୟରେ ଏକ ଟ୍ରକ୍ ତିନି ଜଣଙ୍କୁ ଧକ୍କା ଦେଇଥିଲା, ଯାହା ଫଳରେ ଘଟଣାସ୍ଥଳେ ସମସ୍ତଙ୍କର...