ବଡ଼ ଅଘଟଣ: ଏହି ମନ୍ଦିରରେ ନିଆଁ ପୋଡିଗଲେ ୩ ବିଗ୍ରହ ବ୍ରହ୍ମଗିରି,୨୮।୮: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କାଣ୍ଡଗୋଦା ଗାଁର ଏକ ମନ୍ଦିରରେ ଅଗ୍ନିକାଣ୍ଡ ଘଟି ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହ ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅସାବଧାନତା କାରଣରୁ ମନ୍ଦିର ଭିତରେ ଜଳୁଥିବା ଦୀପରୁ…