ହଠାତ୍ ବଢ଼ିଲା ମହାନଦୀର ଜଳସ୍ତର, ଚରିବାକୁ ଯାଇ ଫସିଗଲେ ଊର୍ଦ୍ଧ୍ୱ ଗୋରୁ, ଉଦ୍ଧାର ପାଇଁ ଚାଲିଛି… ବାଙ୍କୀ,୭ା୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ମହାନଦୀରେ ଅଚାନକ ଜଳସ୍ତର ବୃଦ୍ଧି ଯୋଗୁ ଖାଦ୍ୟ ଅନ୍ବେଷଣରେ ମହାନଦୀର ବାଲି ପଠାକୁ ଯାଇ ଫସି ରହିଛନ୍ତି ଗୋରୁପଲ। ଏ ଚିତ୍ର ବାଙ୍କୀ କୁଶୁପଙ୍ଗୀର ମହାନଦୀ ବାଲିପଠାର। ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁ ଗୋରୁପଲ...