The Taj Story: ସତରେ କ’ଣ ଶାହଜାହାନ ତିଆରି କରିଥିଲେ ତାଜମହଲ? ନା ଆଉ…, ପୋଲ୍ ଖୋଲିବେ… ମୁମ୍ବାଇ: ସ୍ବର୍ଣ୍ଣିମ ଗ୍ଲୋବାଲ ସର୍ଭିସେସ ପ୍ରାଇଭେଟ ଲିମିଟେଡ ଏବଂ ସିଏ ସୁରେଶ ଝାଙ୍କ ଚଳଚ୍ଚିତ୍ର ‘ଦି ତାଜ ଷ୍ଟୋରି’, ଏହାର ପ୍ରଥମ ଟିଜର ସହିତ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଗୁଞ୍ଜରଣ ସୃଷ୍ଟି କରିଛି। ଏବେ, ଏହି କୌତୁହଳକୁ...