ପ୍ରେମବିବାହକୁ ପୂରିଲାନି ୫ ମାସ, ଚାଲିଗଲା ନବବଧୂଙ୍କ ଜୀବନ: ହତ୍ୟା ଅଭିଯୋଗ ଆଣି ବାପା କହିଲେ ମୋ’ ଝିଅକୁ… ଭୋଗରାଇ,୨୨ା୮(ପ୍ରଦୀପ ଦାସ): ବିବାହର ୫ ମାସ ନ ପୂରୁଣୁ ଜଣେ ନବବଧୂଙ୍କୁ ଶାଶୁଘର ଲୋକେ ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ କରିଥିବାର ମୃତା ମହିଳାଙ୍କ ବାପା ବାଲେଶ୍ୱର ଜିଲା ଭୋଗରାଇ ଥାନାରେ ଗୁରୁବାର ରାତିରେ ଅଭିଯୋଗ କରିଛନ୍ତି।...