ଆଇନଜୀବୀ ହତ୍ୟା ଘଟଣା: କଲମ ଛାଡ଼ ଆନ୍ଦୋଳନ କରି ଆଇନଜୀବୀଙ୍କ ପ୍ରତିବାଦ ଲୋଇସିଂହା,୮ା୧୦(ସୁଶାନ୍ତ ବାରିକ): ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ଓଡ଼ିଶା ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ନିର୍ମମ ହତ୍ୟାର ତୀବ୍ର ପ୍ରତିବାଦ କରି ଓଡ଼ିଶା ଆଇନଜୀବୀ ପରିଷଦର ଡାକରା କ୍ରମେ ବୁଧବାର ଲୋଇସିଂହା ଓକିଲ ସଂଘ ପକ୍ଷରୁ ଦିନିକିଆ…