ପୁଣି ଶାହରୁଖଙ୍କ ପଛରେ ପଡିଲେ ସମୀର ୱାଙ୍ଖେଡେ, ଏଥର କୋର୍ଟରେ ଲଢେଇ ମୁମ୍ବାଇ,୨୫।୯: ପୂର୍ବତନ ନାର୍କୋଟିକ୍ସ ଅଧିକାରୀ ସମୀର ୱାଙ୍ଖେଡେ ନେଟ୍ଫ୍ଲିକ୍ସ ସିରିଜ୍ ‘ଦି ବା***ଡସ୍ ଅଫ୍ ବଲିଉଡ୍’ ଏବଂ ଶାହାରୁଖ ଖାନଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନି ମାମଲା ଦାୟର କରିଛନ୍ତି। ଆର୍ଯ୍ୟନ ଖାନ ନିର୍ଦେଶିତ ଏହି ସିରିଜ୍ରେ ତାଙ୍କୁ ଭୁଲ...