ଆଜି ସରୁଛି ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା, ନାଚଗୀତରେ ଦୁଲୁକୁଛି ସହର ପୁରୁଷୋତ୍ତମପୁର,୮ା୬(ସୀମାଞ୍ଚଳ ମିଶ୍ର): ଆଜି ଅର୍ଥାତ୍ ରବିବାର ଶେଷ ହେଉଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର କିମ୍ବଦନ୍ତୀ ପୂର୍ଣ୍ଣ ଐତିହାସିକ ଠାକୁରାଣୀ ଯାତ୍ରା। ଏହି ଅବସରରେ ରବିବାର ଛୁଟିଦିନ ଥିବାରୁ ସମଗ୍ର ସହର ଲୋକାରଣ୍ୟ ହୋଇ ପଡ଼ିଥିବା ବେଳେ ନାଚଗିତରେ ସହର ପ୍ରକମ୍ପିତ ହେବାରେ…