ଭୟରେ ଥରୁଛି ପାକିସ୍ତାନ! ଭାରତକୁ ଆଖି ଆଗରେ ରଖି କରୁଛି ଏମିତି କାମ ସମସ୍ତେ ଚକିତ ଇସଲାମାବାଦ,୩।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହିତ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ପାକିସ୍ତାନ ଶନିବାର ଘୋଷଣା କରିଛି ଯେ ଏହା ୪୫୦ କିଲୋମିଟର ଦୂରତା ବିଶିଷ୍ଟ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିପାରୁଥିବା କ୍ଷେପଣାସ୍ତ୍ର, ଅବଦାଲି ଅସ୍ତ୍ର ପ୍ରଣାଳୀର ସଫଳ…