ବିପକ୍ଷ ବ୍ୟାଟର୍ଙ୍କୁ କଲେ ଆଉଟ୍, ଖୁସି ହେବା ପରିବର୍ତ୍ତେ ପାଭିଲିୟନ୍ ଆଡ଼କୁ ଦୌଡିଯାଇ ତାଙ୍କ ପିଠି ଥାପୁଡାଇଲେ ଭାରତୀୟ ଖେଳାଳି କେପଟାଉନ,୪।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ କେପଟାଉନରେ ଖେଳାଯାଉଛି। ଏହି ମ୍ୟାଚ ଦକ୍ଷିଣ ଆଫ୍ରିକା ଟେଷ୍ଟ କ୍ରିକେଟର ଡିନ ଏଲଗାରଙ୍କ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଅଟେ।...