Virat Kohli Test Retirement: ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାର ନିଷ୍ପତ୍ତି କାହିଁକି ଠିକ୍? ଏହା ହେଉଛି ୩ କାରଣ ନୂଆଦିଲ୍ଲୀ,୧୦।୫: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏ ବିଷୟରେ ବିସିସିଆଇକୁ ମଧ୍ୟ ଜଣାଇ ଦେଇଛନ୍ତି। ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ, ମେ ୧୦ ସକାଳେ କୋହଲିଙ୍କ ଅବସର...