ମୁମ୍ବାଇରେ ଖୋଲିଲା ଟେସଲାର ପ୍ରଥମ ଶୋ’ରୁମ, ଗାଡ଼ିର ମୂଲ୍ୟ ଏତିକି ଲକ୍ଷ ଟଙ୍କାରୁ ଆରମ୍ଭ ମୁମ୍ବାଇ,୧୫।୭: ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ ବଜାର ଭାରତରେ ଟେସଲା ଆନୁଷ୍ଠାନିକ ଭାବେ ପ୍ରବେଶ କରିଛି। ମଙ୍ଗଳବାର ମୁମ୍ବାଇରେ କମ୍ପାନୀର ପ୍ରଥମ ଶୋ’ରୁମ ଉଦ୍ଘାଟନ ହୋଇଛି, ଯେଉଁଠାରେ ଟେସଲାର ମଡେଲ ୱାଇ ଇଲେକ୍ଟ୍ରିକ ଗାଡ଼ିର ମୂଲ୍ୟ ୬୦ ଲକ୍ଷ ଟଙ୍କା (ପ୍ରାୟ…