ଆତଙ୍କବାଦୀ ୧୯୪୭ରେ ଶେଷ ହୋଇଯାଇଥାନ୍ତେ, ସର୍ଦାର ପଟେଲଙ୍କ କଥାକୁ କରାଯାଇଥିଲା ଅଣଦେଖା: ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ,୨୭।୫: କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ୧୯୪୭ରେ ଦୃଢ଼ ଭାବେ ମୁକାବିଲା କରାଯିବା ଉଚିତ ଥିଲା, ଯେତେବେଳେ ବିଭାଜନ ପରେ ପ୍ରଥମ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଏବଂ ଆଜି ଭାରତ ଯାହା ଅନୁଭବ କରୁଛି ତାହା ଦଶନ୍ଧି ଧରି ଦେଶକୁ ପୀଡ଼ିତ କରୁଥିବା...