ତହଉରଙ୍କୁ ଭାରତ ଆଣିବା ପାଣି ଭଳି ଖର୍ଚ୍ଚ ହୋଇଛି ଟଙ୍କା: ଜାଣନ୍ତୁ ବିମାନ ଭଡ଼ା ସମେତ ମୋଟ କେତେ ହୋଇଛି ଖର୍ଚ୍ଚ ମୁମ୍ବାଇ,୧୧।୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣାକୁ ୧୬ ବର୍ଷ ପରେ ଆମେରିକାରୁ ଭାରତକୁ ଫେରାଇ ଅଣାଯାଇଛି। କୋର୍ଟ ତହଉରଙ୍କୁ ୧୮ ଦିନ ପାଇଁ NIA ହେପାଜତକୁ ପଠାଇ ଦେଇଛନ୍ତି। ଏବେ ଏହି ସଂସ୍ଥା ଅଭିଯୁକ୍ତଙ୍କୁ ୨୦୦୮ ଆକ୍ରମଣର...