ପାକିସ୍ତାନକୁ ପୁଣିଥରେ ବଡ଼ ଝଟକା ଦେଲା ଭାରତ, ନଷ୍ଟ ହେଲା ୫ ପୋଲିସ ପୋଷ୍ଟ ସହ ଗୋଟିଏ ଆତଙ୍କବାଦୀ ଲଞ୍ଚପ୍ୟାଡ ନୂଆଦିଲ୍ଲୀ,୨୨।୫: ସୀମା ସୁରକ୍ଷା ବାହିନୀ (BSF) ଏକ ଅପରେଶନରେ ଜମ୍ମୁ ସୀମାରେ ପାଞ୍ଚଟି ପାକିସ୍ତାନୀ ପୋଷ୍ଟ ଏବଂ ଏକ ଆତଙ୍କବାଦୀ ଲଞ୍ଚପ୍ୟାଡ ଧ୍ୱଂସ କରିଛି। ବୁଧବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଭାରତ ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନ...