ବଡ଼ ଖବର: ପହଲଗାମ ନରସଂହାର ସ୍ଥାନ ନିକଟରେ ଆତଙ୍କବାଦୀ ଆକ୍ରମଣ ସନ୍ଦିଗ୍ଧ ଗିରଫ ନୂଆଦିଲ୍ଲୀ, ୬।୫: ବୈସାରଣ ଉପତ୍ୟକା ଆଖପାଖର ଜଙ୍ଗଲରେ ଏକ ଘେରାବନ୍ଦୀ ଓ ସର୍ଚ୍ଚ ଅପରେସନ ସମୟରେ, ସୁରକ୍ଷା ବାହିନୀ ସୋମବାର ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରିଛନ୍ତି। ସନ୍ଦିଗ୍ଧଙ୍କ ନିକଟରୁ ଏକ ବୁଲେଟପ୍ରୁଫ ଜ୍ୟାକେଟ୍ କଭର ମିଳିଥିଲା ବୋଲି ରିପୋର୍ଟରେ...