ଭୟଙ୍କର ଦୁର୍ଘଟଣା: ଚାରି ଜଣଙ୍କ ଉପରେ ମାଡିଗଲା ବସ୍ ଯାଜପୁର,୨୩।୧୧: ଭୟଙ୍କର ଦୁର୍ଘଟଣା। ଜଣଙ୍କୁ ନୁହେଁ ଏକାବେଳକେ ଚାରି ଚାରି ଜତଣଙ୍କୁ ଧକ୍କା ଦେଲା ହରଗୋୖରୀ ନାମକ ଘରୋଇ ବସ୍। ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ଯାଜପୁର ଓ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାିଛି ।…